Skip to main content

Featured

ମୋ ଲୋଭ ଷ୍ଟୋରୀ ( diet ) କିଛି ବର୍ଷ ପାଇଁ ଥିଲା ସେ ଝିଅ ର love

 ମୋ ନାଁ pratyush , ମୁଁ ଗୋଟେ ଆନ୍ଧ୍ରପ୍ରଦେଶ ର । 

ମୁଁ +୨ ଯାଏଁ ଆନ୍ଧ୍ର ରେ ପଡ଼ୁଥିଲି , ମୋ +୨ ସରିବା କ୍ଷଣେ ମତେ ମୋ ବାପା ct ପଡେଇବା ପାଇଁ ଓଡ଼ିଶା ରେ ପଢେଇଲେ ।

କିନ୍ତୁ ମତେ ct ପଡ଼ିବାକୁ ଆଦୌ ଇଛା ନଥିଲା ।

 ବାପା ଲାଗି ବୋଲି ପଢିବାକୁ ପଡ଼ିଲା ନହେଲେ ସେ ct ପାଠ ପଡ଼ିବାକୁ ଆଦୌ ଇଛା ନାହିଁ। 

ଉମରକୋଟ ct ସ୍କୁଲ 👇👇👇  

ରେ join ହେଇକି ct trinig ପାଠ ପଡ଼ା ଆରମ୍ଭ କଲି।

ଏମିତି କିଛି ମାସ ଗଲା ପରେ ଗୋଟେ bramhin ଝିଅ ଟି ପରିଚୟ ହେଲା , ହେଲେ ସେ ଝିଅ ଟି ମୋଟି ଦେଖିବାକୁ । କିନ୍ତୁ ସେଗୁଡା ମୁ ଚାହେଁନି ସେ ବହୁତ୍ ଭଲ ପିଲା ଟେ ।

ସେ join ହେଇକି କିଛି ମାସ ଆଗରୁ ମୋ ସହ ଫୋନ୍ ରେ କଥା ହେଇଛି । ଏହି ଗୋଟେ ଆଚାର୍ଯ୍ୟ ନା। (ଆମ ଗାଁ ପାଖ ଝିଅ ପିଲାଟି ତାଙ୍କ room re ରହିବାର ସେମିତିରେ ସେ ମୋ ସହ କଥା ହେଇଛି ) ।

Comments

Post a Comment

Popular Posts